Stone Age Caves Found in Chandaka, Odisha | MBC TV
A civilisation of the Stone Age has been discovered during a research by the Archaeological Survey of India in Chandaka Sanctuary on the outskirts of Odisha’s capital. A team led by ASI’s Bhubaneswar circle deputy superintendent D.B. Garnaik revealed that there was human habitat in the hill caves located in the north-west of the forest, approximately 4,000 years ago.
During a three-month-long research in the wildlife reserve, the team found ancient stone carvings.
Primary statistics revealed that the artwork on reptiles, weapons and geometrical signs prove that people were living in Parthapur, Kusapangi and Gayalbank, 20 km away from Cuttack and 40 km from Bhubaneswar, at least 3,500-4,000 years ago.
The artworks found from the site are assumed to be of the new Stone Age and Copper Age. The caves inside the hills have been named as Pandav Bakhara, Duara Khola, Tiger Cave, Chanchali Cave, Kalia Taila Cave, Narahari Cave and Anahat Cave.
For latest odia news, Odisha political news, Odisha entertainment news SUBSCRIBE to MBC TV Here:
Follow MBC TV on Social Media:
Facebook:
Twitter:
Instagram:
For More News and Videos Visit Here:
mbctv.co.in
ରାଜଧାନୀ ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ମିଳିଲା ପ୍ରସ୍ତର ଯୁଗୀୟ ସଂସ୍କୃତିର ସନ୍ଧାନ . ୪ ହଜାର ବର୍ଷ ପୂରୁଣା ଗୁମ୍ଫାର ସନ୍ଧାନ ମିଳିଥିବା ବେଳେ ସେଠାରୁ ମିଳିଛି ସରୀସୃପ, ଅସ୍ତ୍ରଶସ୍ତ୍ର ଥତା ଜ୍ୟାମିତିକ ସଂକେତଥିବା ଚିତ୍ରକଳା. ଏହି ସଂସ୍କୃତି ମହାନଦୀ ଉପତ୍ୟକାରେ ଗଢ଼ିଉଠିଥିଲା. ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କରାଯାଇଥିବା ୩ ମାସର ଗବେଷଣା ପରେ ଏହା ପଦାକୁ ଆସିଛି. ଏହାଦ୍ୱାରା ଓଡ଼ିଶା ଇତିହାସରେ ଆହୁରି ଫର୍ଦ୍ଦ ଯୋଡ଼ିହେବାର ସମ୍ଭାବନା ରହିଛି.
୪ ରୁ ୫ ହଜାର ବର୍ଷ ପୂର୍ବର ପ୍ରସ୍ତର ଯୁଗୀୟ ସଂସ୍କୃତିର ଅନୁସନ୍ଧାନ ମିଳିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଡମପଡ଼ା ଅଭ୍ୟାରଣ୍ୟରେ . ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଅନେକ ଗୁମ୍ଫା. ଯେଉଁଠାରେ ପ୍ରସ୍ତର ଯୁଗରେ ଲୋକ ବସବାସ କରୁଥିଲେ. ଯେଉଁ ଗୁମ୍ଫାରୁ ମିଳିଛି ଅନେକ ପଥର ଖୋଦିତ ଅନେକ ଚିତ୍ରକଳା. ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଭିବନେଶ୍ୱର ଶାଖା ପକ୍ଷରୁ କଟକ ଜିଲ୍ଲା ର ପାର୍ଥପୁର, କୁସପାଙ୍ଗି ଓ ଗୟଳବାଙ୍କ ଅଞ୍ଚଳରେ କରାଯାଇଥିବା ସନ୍ଧାନରୁ ଏହା ମିଳିଛି. ପ୍ରାୟ ୩ ମାସର ଗବେଷଣା ପରେ ସେଠାରେ ଥିବା ସଂସ୍କୃତି ଲୋକଲୋଚନକୁ ଆସିଛି. ସେଠାରେ ୪ ହଜାର ବର୍ଷ ପୂର୍ବେ ଲୋକେ ବସବାସ କରୁଥିବା ବେଳେ ଗୁମ୍ଫାଗୁଡ଼ିକରେ ଚିତ୍ରକଳା ଖୋଦିତ ଓ ଅଙ୍କନ ଓବସ୍ଥାରେ ରହିଛି. ଯାହା ନୂତନ ପ୍ରସ୍ତର ଯୁଗ ଓ ତାମ୍ର ପ୍ରସ୍ତର ଯୁଗ ବୋଲି ଅନୁମାନ କରାଯାଉଛି. ଗୁ୍ମ୍ଫାଗୁଡ଼ିକରେ ମହୁଫେଣା, ମାଛ, ମୟୂର, ତ୍ରିକୋଣ, ପଦ୍ମଫୁଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରର ଚିତ୍ର ସାଙ୍ଗକୁ ପାଦଚିହ୍ନ, ଝୋଟି ଓ ହରିଣର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି. ଏଏସଆଇ ଟିମ୍ ପକ୍ଷରୁ ଏହି ଗୁମ୍ଫାଗୁଡ଼ିକର ନାମ ପାଣ୍ତବ ବଖରା, ଦିଅର ଖୋଳ, ବାଘ ଗୁମ୍ଫା, ରାଇଖୋଳ ଗୁମ୍ଫା, ନରହରି ଗୁମ୍ଫା ଓ ଅନାହତ ଗୁମ୍ଫା ରଖାଯାଇଛି.